ବ୍ୟାଙ୍କ ଅଫ୍ ଇଂଲଣ୍ଡର ଭାଲ୍ଟରୁ ଆସିଲା 102 ଟନ୍ ସୁନା
·1 year ago

ଅର୍ଗସ ବ୍ୟୁରୋ: ଏଥର ଧନତେରାସରେ ଆରବିଆଇର ବଡ ପଦକ୍ଷେପ । ଦେଶକୁ ଆରବିଆଇ ଆଣିଛି ୧୦୨ ଟନ୍ ସୁନା। ପ୍ରଥମ ଥର ପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଭାଲ୍ଟରୁ 102 ଟନ୍ ସୁନା ଦେଶକୁ ଅଣାଯାଇଛି । ଏହାପୂର୍ବରୁ 1990ରେ 100 ଟନ୍ ସୁନା ବ୍ରିଟେନରୁ ଭାରତକୁ ଆସିଥିଲା ।
ସେପ୍ଟେମ୍ବର ଶେଷ ସୁଦ୍ଧା, ଆରବିଆଇ ପାଖରେ ସମୁଦାୟ 855 ଟନ୍ ସୁନା ରଖିଛି ଏବଂ ସେଥିରୁ 510.5 ଟନ୍ ବର୍ତ୍ତମାନ ଭାରତକୁ ଅଣାଯାଇଛି । ଏହି ପଦକ୍ଷେପ ଭାରତର କେନ୍ଦ୍ରୀୟ ବ୍ୟାଙ୍କକୁ ଏହାର ବିଦେଶୀ ସୁନା ଭଣ୍ଡାରର ନିରାପତ୍ତା ଏବଂ ଅଧିକ ଗଚ୍ଛିତ ଧନର ପରିମାଣ ବଢାଇବାର ଉପଲବ୍ଧିକୁ ଦର୍ଶାଇଛି ।
ଆହୁରି ପଢନ୍ତୁ ଭାରତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: