Videos
|
National

ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଭାଙ୍ଗିଲା ରେକର୍ଡ

Ritu Das
Browse all articles by Ritu Das
·1 year ago
ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଭାଙ୍ଗିଲା ରେକର୍ଡ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଭାଙ୍ଗିଲା ରେକର୍ଡ । ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଛି । ଦିନକୁ ଦିନ ଖସୁଛି ପାରଦ । IMD ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି ଶୀତ। ଚଳିତବର୍ଷ ପ୍ରଥମଥର ଲାଗି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀକୁ ଖସିଛି। ଆଗକୁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଗତକାଲି ମଧ୍ୟ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଜମ୍ମୁ କାଶ୍ମୀର, ହରିୟାଣା , ପଞ୍ଜାବ, ରାଜସ୍ଥାନ ସମେତ ପୁରା ଉତ୍ତର ଭାରତରେ ପ୍ରବଳ ପ୍ରବଳ ଶୀତ ଅନୁଭୂତ ହେଉଛି। 

ଅଧିକ ପଢନ୍ତୁ: ଧଳାଚାଦରରେ ଢାଙ୍କି ହୋଇଛି ବାବାଙ୍କ କେଦାରନଗରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Record | Argus News