Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରମ ନିବେଶ ତୁଳନାରେ ପୁଂଜି ନିବେଶ କ୍ଷେତ୍ରରେ ରୋଜଗାରରେ ରେକର୍ଡ ବୃଦ୍ଧି

Sangram Tripathy
Browse all articles by Sangram Tripathy
·1 year ago
ଶ୍ରମ ନିବେଶ ତୁଳନାରେ ପୁଂଜି ନିବେଶ କ୍ଷେତ୍ରରେ ରୋଜଗାରରେ ରେକର୍ଡ ବୃଦ୍ଧି

ଅର୍ଗସ ବ୍ୟୁରୋ:ପୁଂଜି ନିବେଶ କ୍ଷେତ୍ରରେ  ଭାରତର ବଡ ଅଭିବୃଦ୍ଧି> ଶ୍ରମ ନିବେଶ କ୍ଷେତ୍ର ତୁଳନାରେ ପୁଂଜି ନିବେଶ କ୍ଷେତ୍ରରେ ରୋଜଗାରର ରେକର୍ଡ ବୃଦ୍ଧି ଘଟିଥିବାର ଗୋଲ୍ଡ ମାନ ସାସ୍ ର ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ଭାରତର ପୁଂଜି ନିବେଶ ଶିଳ୍ପ ଗୁଡିକରେ ରପ୍ତାନୀ ର ପରିମାଣ ବଢିଛି। ବିଶେଷ ଭାବରେ ଇଲେକ୍ଟ୍ରାନିକସ୍ ଉପକରଣ, ମେସିନ ଉପକରଣ ଏବଂ ମେଡିସିନ୍ ରପ୍ତାନୀ ରେ ରେକର୍ଡ ଅଭିବୃଦ୍ଧି ଘଟିଛି। ଶେଷ ୧୦ ବର୍ଷ ମଧ୍ୟରେ ଏହି ଅଭିବୃଦ୍ଧି କାରଣରୁ ଦେଶର ପୁଂଜି ନିବେଶ କ୍ଷେତ୍ରରେ ବଡ ପରିବର୍ତନ ଦେଖାଦେଇଛି ଏବଂ ଏହା ଦେଶର ଅର୍ଥନିତୀକୁ ବଳ ଦେବାରେ ସହାୟକ ହୋଇଛି। ଏହା ସହିତ ଶ୍ରମ ନିବେଶ କ୍ଷେତ୍ର ତୁଳନାରେ ଏହି କ୍ଷେତ୍ରରେ ଦେଶର ଶିଳ୍ପ ଗୁଡିକରେ ଉତ୍ପାଦନ କ୍ଷମତା ଅଧୀକ ହୋଇଥିବାର ଗୋଲ୍ଡ ମାନ ସାସ୍ ର ରିପୋର୍ଟରେ ପ୍ରକାଶ ପାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Record increase in earnings in capital investment compared to labor investment | Argus News