Videos
|
National

ରେଫ୍‌କୋଲ୍ଡ ଇଣ୍ଡିଆ ୨୪ ମେଳା ଉଦ୍‌ଯାପିତ

Banajyotshna Ray
Browse all articles by Banajyotshna Ray
·1 year ago
ରେଫ୍‌କୋଲ୍ଡ ଇଣ୍ଡିଆ ୨୪ ମେଳା ଉଦ୍‌ଯାପିତ

ଅର୍ଗସ ବ୍ୟୁରୋ:  କୋଲକାତାର ବାଇପାସ ବିଶ୍ବବାଂଲା ମେଳା ପ୍ରାଙ୍ଗଣରେ ଚାଲିଥିବା ୩ ଦିନର ରେଫ୍‌କୋଲ୍ଡ ଇଣ୍ଡିଆ ୨୪ ମେଳା ଉଦ୍‌ଯାପିତ ହୋଇଯାଇଛି।  ଗୁରୁବାର ଏସିଆ ମହାଦେଶର ସର୍ବବୃହତ୍ତ ଏହି ମେଳାରେ ବଜାର ଚାହିଦା ଅନୁସାରେ ଆଡଭାନ୍ସ କୋଲ୍ଡ ଚେନ୍‌ ସଲ୍ୟୁସନ ଏହାର ଉଦ୍ଦେଶ୍ୟ ଥିଲା । ଏହି ମେଳାକୁ ଓଡିଶା ସରକାର ଓଡିଶାର ୪୦ ଜଣ ପ୍ରତିନିଧିଙ୍କୁ ପଠାଇଥିଲେ। ଖାଦ୍ୟ ସଂରକ୍ଷଣରେ ନୂତନ କୋଲ୍ଡ ଷ୍ଟୋରେଜ ପଦ୍ଧତି, ଯନ୍ତ୍ରପାତି ଦେଖିଲେ। ମେଳାର ଶେଷ ଦିନ ଓଡିଶାର ଉଦ୍ୟାନ, ଏସ୍‌ସି ଆଣ୍ଡ ଡବ୍ଲୁଡି ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ସହ ତାଙ୍କ ଅଫିସଆଲ ଟିମ, ଓଡିଶା କୋଲ୍ଡ ଷ୍ଟୋରେଜ ଆସୋସିଏସନ ସଭାପତି ଜନାର୍ଦ୍ଦନ ସାହୁଙ୍କ ନେତୃତ୍ବରେ ତାଙ୍କ ଟିମ୍‌ ତିନି ଦିନ ଥିଲେ। ଓଡିଶାରେ କୋଲ୍ଡ ଷ୍ଟୋର ପ୍ରତିଷ୍ଠା । ନବୀକରଣ ନେଇ ସେ ଉତ୍ସାହିତ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: