Videos
|
National

ବିଶିଷ୍ଟ ସଂଗୀତକାର ଏ.ଆର. ରେହମାନ ଅସୁସ୍ଥ

Rashmita Mishra
Browse all articles by Rashmita Mishra
·1 year ago
ବିଶିଷ୍ଟ ସଂଗୀତକାର ଏ.ଆର. ରେହମାନ ଅସୁସ୍ଥ

ବିଶିଷ୍ଟ ସଂଗୀତକାର ଏ.ଆର. ରେହମାନ ଅସୁସ୍ଥ। ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା ପରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି। ପ୍ରଥମେ ବେକରେ ଏବଂ ପରେ ଛାତିରେ ଅନୁଭବ କରିଥିଲେ ଯନ୍ତ୍ରଣା। ବିଦେଶରୁ ଫେରି ଅସୁସ୍ଥ ହୋଇଯାଇଥିଲେ ଏ.ଆର. ରେହମାନ

ସଂଗୀତକାର ଏ.ଆର. ରେହମାନ ଅସୁସ୍ଥ । ହଠାତ୍ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି । ରେହମାନ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା ପରେ ରେହମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏ.ଆର. ରେହମାନଙ୍କୁ ହୃଦଘାତ ହୋଇଥିବା ସୂଚନା । ସକାଳ ପ୍ରାୟ ୭.୩୦ ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ବିଦେଶରୁ ଫେରିଥିଲେ ଏବଂ ପ୍ରଥମେ ସେ ବେକରେ ଏବଂ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
renowned-composer-ar-rahman-is-ill | Argus News