Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

6.5% ରେ ସ୍ଥିର ରହିଲା ରେପୋ ରେଟ୍

Smruti Parija
Browse all articles by Smruti Parija
·2 years ago
6.5% ରେ ସ୍ଥିର ରହିଲା ରେପୋ ରେଟ୍

ଅର୍ଗସ ବ୍ୟୁରୋ: ପୁଣି ଅପରିବର୍ତ୍ତତ ରହିଲା ରେପୋ ରେଟ୍ । ଲଗାତର ୬ଷ୍ଟ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI । 6.5 ପ୍ରତିଶତ ସ୍ଥିର ରହିଲା ରେପୋ ରେଟ୍ ।  ମେ ୨୦୨୨ ରୁ ରେପୋ  ରେଟ୍ ରେ ହୋଇନି ପରିବର୍ତ୍ତନ । ୨୦୨୪ ବର୍ଷ ପାଇଁ ଅଭିବୃଦ୍ଧି ହାର ୭ ପ୍ରତିଶତ ଆକଳନ କରାଯାଇଛି । ଏନେଇ ସୂଚନା ଦେଲେ RBI ଗଭର୍ଣ୍ଣର  ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
repo rate remained steady at 6.5% | Argus News