|
logo
Live

Argus News - ୬.୫% ରେ ଅପରିବର୍ତ୍ତିତ ରେପୋ ରେଟ୍‌

National

୬.୫% ରେ ଅପରିବର୍ତ୍ତିତ ରେପୋ ରେଟ୍‌

Smruti Parija
Browse all articles by Smruti Parija
·2 years ago
୬.୫% ରେ ଅପରିବର୍ତ୍ତିତ ରେପୋ ରେଟ୍‌

ଅର୍ଗସ ବ୍ୟୁରୋ:  ଗ୍ରାହକଙ୍କୁ ଆଶ୍ବସ୍ତି । କ୍ରମାଗତ ପଞ୍ଚମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ।  ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌ । ରିଜର୍ଭ ବ୍ୟାଙ୍କର ମନିଟାରି ପଲିସି ବୈଠକ ଏନେଇ ସୂଚନା ଦେଇଛନ୍ତି ଶକ୍ତିକାନ୍ତ ଦାସ ।

କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୬.୫% ରେ ଅପରିବର୍ତ୍ତିତ ରେପୋ ରେଟ୍‌ | Argus News