Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍ ରିହର୍ସାଲ

Banajyotshna Ray
Browse all articles by Banajyotshna Ray
·1 year ago
ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍ ରିହର୍ସାଲ

ଅର୍ଗସ ବ୍ୟୁରୋ:  ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ । ପୂର୍ବରୁ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଫୁଲ୍‌ ଡ୍ରେସ୍ ରିହର୍ସାଲ ଦେଖିବାକୁ ମିଳିଛି । ବ୍ୟାଣ୍ଡର ତାଳେ ତାଳେ ସେନା ସହ ବିଭିନ୍ନ ଟ୍ରୁପ୍‌ ରିହର୍ସଲ କରିଛନ୍ତି । ଓଡ଼ିଶା ସହ ବିଭିନ୍ନ ରାଜ୍ୟର କଣ୍ଟିଜେଣ୍ଟଙ୍କ ମାର୍ଚ୍ଚପାଷ୍ଟ କରିଛନ୍ତି । ସ୍ଥଳ ସହ ଆକାଶରେ କଳା କୌଶଳ ଦେଖାଇଛି ସେନା । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ନୀଳ ଆକାଶ ବୁକୁ ଭେଦି ତାର ପ୍ରଦର୍ଶନ କରିଛି । ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏହାପୂର୍ବରୁ ଜୋରଦାର ପ୍ରାକ୍ଟିସ କରିଥିଲେ ବିଭିନ୍ନ ଟ୍ରୁପ୍ । ସାଧାରଣତନ୍ତ୍ର ଦିବସ ପାଇଁ ଏବେଠୁ ସବୁଠି ଚାଲିଛି ପ୍ରସ୍ତୁତି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored