Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି

National

ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି

Ritu Das
Browse all articles by Ritu Das
·2 years ago
ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଜାରି

ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ଟନେଲ ଦୁର୍ଘଟଣା ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ସୁଦ୍ଧା ଶେଷ ହୋଇପାରେ ରେସ୍କ୍ୟୁ ଅପରେସନ୍ । ଗତକାଲି ରାତିରୁ କାମରେ ଲାଗିଛି ଆମେରିକାର ଅଗର ମେସିନ୍ । ସୁଡଙ୍ଗ ନିକଟରେ ୪୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ଏହା ସହ ଜରୁରୀକାଳୀନ ସେବା ୧୦୮କୁ ଆଲର୍ଟରେ ରଖାଯାଇଛି । ରେସ୍କ୍ୟୁ ଅପରେସନ୍ ନେଇ ଉତ୍ତରାଖଣ୍ଡ ରାଜ୍ୟ ସଚିବଙ୍କ ପ୍ରେସମିଟରେ ସୂଚନା

୧୧ ଦିନ ହେଲା ଉତ୍ତରକାଶୀର ନିର୍ମାଣାଧୀନ ଟନେଲରେ ୪୧ ଜଣ ଶ୍ରମିକ ଫସି ହୋଇ ରହିଛନ୍ତି। ଏବେ ତିନିଟି ଯୋଜନାରେ କାମ କରାଯାଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Rescue operation | Argus News