Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ

National

ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ

Banajyotshna Ray
Browse all articles by Banajyotshna Ray
·1 year ago
ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ

ଅର୍ଗସ ବ୍ୟୁରୋ:  ଅବସର ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁମ୍ବାଇରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ବହୁ ବରିଷ୍ଠ ବିଚାରପତି । ଆସନ୍ତା ନଭେମ୍ବର 11 ତାରିଖରେ ଅବସର ଗ୍ରହଣ କରିବେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୁଡ଼ । ସୁପ୍ରିମକୋର୍ଟର 51 ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଂଜୀବ ଖାନ୍ନା । 13 ମେ 2025 ଯାଏ ସେ ସିଜେଆଇ ପଦରେ ରହିବେ । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପଦ ପାଇଁ ରାଷ୍ଟ୍ରପତିଙ୍କୁ  ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ପ୍ରସ୍ତାବ ଦେଇଥିଲେ ଜଷ୍ଟିସ ଚନ୍ଦ୍ରଚୁଡ଼ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Retiring CJI DY Chandrachud Speech, Felicitation | Argus News