Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ 

Manini Pattanayak
Browse all articles by Manini Pattanayak
·2 years ago
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ 

ନୂଆଦିଲ୍ଲୀ:  କଂଗ୍ରେସର ନେତା  ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।  ଏଲବି  ଷ୍ଟାଡିୟମରେ ଆୟୋଜିତ  ଭବ୍ୟ କାର୍ଯ୍ୟକ୍ରମରେ  ତେଲେଙ୍ଗାନା ରାଜ୍ୟପାଳ ତାଙ୍କୁ ଗୋପନୀୟତାର ଶପଥ  ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ମଲ୍ଲିକାର୍ଜୁନ ଖଡକେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକର ସିଏମ  ସିଦ୍ଧରମୈୟା, ଡେପୁଟି ସିଏମ ଡି ଶିବକୁମାର ସମେତ  ବହୁ କଂଗ୍ରେସ ନେତା ଉପସ୍ଥିତି ଥିଲେ। ସୂଚନାମୁତାବକ,  ରେବନ୍ତ ରେଡ୍ଡୀ  ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ। ସେ ତେଲେଙ୍ଗାନାର ଦ୍ୱିତୀୟ ସିଏମ ହେବେ।  ୨୦୧୩ ରେ ତେଲେଙ୍ଗାନାର ଗଠନ ପରେ  କଂଗ୍ରେସ  ପାଓ୍ୱାରକୁ ଆସିଥିଲା। ଏଠାରୁ ଚନ୍ଦ୍ରଖେଖର ରାଓ ଡିଁ ଦୁଇ ଥର ସିଏମ୍‌ ବନି ଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Revanth Reddy will take oath as the Telangana CM today | Argus News