Encounter In Mumbai / ପୋଲିସ ଗୁଳିରେ ଶିଶୁଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟାଙ୍କ ମୃତ୍ୟୁ
·10 months ago·2 min read

Key Points
ମୁମ୍ବାଇର ଏକ ଷ୍ଟୁଡିଓରେ ପ୍ରାୟ ୧୭ ଶିଶୁଙ୍କୁ ମୁଣ୍ଡଜାମିନ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗୁଳି ମାରିଛି।
ମୁମ୍ବାଇର ଏକ ଷ୍ଟୁଡିଓରେ ପ୍ରାୟ ୧୭ ଶିଶୁଙ୍କୁ ମୁଣ୍ଡଜାମିନ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗୁଳି ମାରିଛି। ପୋଲିସ ଗୁଳିରେ ଅଭିଯୁକ୍ତ ରୋହିତ ଆର୍ଯ୍ୟା (Rohit Arya)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ପୋଲିସ ଦ୍ବାରା ଗିରଫ ହେବା ସମୟରେ ସେ ଅଚାନକ ପୋଲିସ ଉପରକୁ ଗୁଳିଚଳାଇଥିଲା । ଏହାର ଜବାବରେ ପୋଲିସ ବି ଅତର୍କିତ ଗୁଳି ଚଳାଇଥିଲା । ପୋଲିସ ଗୁଳି ଦ୍ବାରା ସେ ଗୁରୁତର ଆହତ ହେବା ପରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାସହ ପଢ଼ନ୍ତୁ: ନାବାଳକଙ୍କ ବେପରୁଆ ଗାଡ଼ି ଚାଳନା: ୩ବର୍ଷର ଝିଅ ଉପରେ ମଡ଼ାଇଦେଲେ କାର
ରୋହିତ ଶିଶୁମାନଙ୍କୁ ପବଇସ୍ଥିତ RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲା । ଗତ ଚାରିରୁ ପାଞ୍ଚ ଦିନ ଧରି ଏହି ଷ୍ଟୁଡିଓରେ ଅଡିସନ୍ ଚାଲିଥିଲା। ଆଜି ୧୦୦ ଜଣ ପିଲା ଅଡିସନ୍ ପାଇଁ ଆସିଥିଲେ। ଅଭିଯୁକ୍ତ ରୋହିତ ୮୦ ଜଣ ପିଲାଙ୍କୁ ଘରକୁ ପଠାଇ ଦେଇଥିଲା, କିନ୍ତୁ ବାକି ପ୍ରାୟ ୧୫-୨୦ ଜଣ ପିଲାଙ୍କୁ ଷ୍ଟୁଡିଓ ଭିତରେ ଥିବା ଏକ କୋଠରୀରେ ବନ୍ଦ କରି ଦେଇଥିଲା।
ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କେତେକ ଲୋକଙ୍କୁ ଭେଟିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ସମଗ୍ର ଷ୍ଟୁଡିଓକୁ ଜଳାଇଦେବାକୁ ଧମକ ଦେଇଥିଲା । ପିଲାମାନଙ୍କୁ ବନ୍ଧକ ରଖିବା ଘଟଣା ଜଣାପଡିବା ମାତ୍ରେ ଷ୍ଟୁଡିଓ ବାହାରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।
ଏହାସହ ପଢ଼ନ୍ତୁ: ମୁମ୍ବାଇରେ ୧୫-୨୦ ପିଲାଙ୍କୁ ବନ୍ଧକ ରଖିଥିବା ବ୍ୟକ୍ତି ଗିରଫ, ଅଡିସନ୍ ନାଁରେ କରିଥିଲା କିଡ୍ନାପ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁରୁବାର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ରଖାଯାଇଥିଲା । ଏହି ଘଟଣା ମୁମ୍ବାଇର ଆରଏ ଷ୍ଟୁଡିଓରେ ଘଟିଥିଲା । ଏହି ଷ୍ଟୁଡିଓର ପ୍ରଥମ ମହଲାରେ ଆକ୍ଟିଂ କ୍ଲାସ୍ ଅନୁଷ୍ଠିତ ହୁଏ । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଜଣେ ମାନସିକ ରୋଗୀ ପ୍ରାୟ ୧୫-୨୦ ଜଣ ପିଲାଙ୍କୁ ବନ୍ଧକ ରଖିଥିଲେ। ସେମାନଙ୍କୁ ଆରଏ ଷ୍ଟୁଡିଓର ପ୍ରଥମ ମହଲାରେ ରଖାଯାଇଥିଲା, ଯେଉଁଠାରେ ସେମାନେ ଅଡିସନ୍ ପାଇଁ ଆସିଥିଲେ । ତେବେ ମୁମ୍ବାଇ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତ ବନ୍ଧକ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ରିପୋର୍ଟ ଅନୁଯାୟୀ, ରୋହିତ ଗତ ଚାରିରୁ ପାଞ୍ଚ ଦିନ ଧରି ସେଠାରେ ଅଡିସନ୍ କରୁଥିଲେ । ଆଜି ପ଼ାୟ ୧୦୦ ଜଣ ପିଲା ଅଡିସନ୍ ଦେବାକୁ ଆସିଥିଲେ । ତେବେ ରୋହିତ ପ୍ରଥମେ ୮୦ ପିଲାଙ୍କୁ ବାହାରକୁ ଛାଡ଼ିଥିଲେ କିନ୍ତୁ ବାକି ପିଲାମାନଙ୍କୁ ଭିତରେ ବନ୍ଧକ ରଖିଥିଲା । ତେବେ ଏହି ଘଟଣା ପରେ ବାହାରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ ଏବଂ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ।
ସୂଚନା ପାଇବା ପରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଷ୍ଟୁଡିଓକୁ ଘେରି ରହିଥିଲେ । ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଥିଲା । ପିଲାମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେନେଇ ପୋଲିସ୍ ନିରନ୍ତର ଭାବେ ରଣନୀତି ପ୍ରସ୍ତୁତ କରିଥିଲେ । ଏହାପରେ ପୋଲିସ୍ ରୋହିତକୁ ଧରିବା ସହ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Related Topics
Explore more stories