Mohan Bhagwat Odisha Visit / ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆରଏସଏସର ସରସଂଘଚାଳକ ମୋହନ ଭାଗବତ
·1 hour ago

Key Points
ଆଜିଠାରୁ ଆରଏସଏସ ସରସଂଘଚାଳକଙ୍କ ଓଡ଼ିଶା ଗସ୍ତ
୨ ଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ସମ୍ବଲପୁରରେ 'ଆହ୍ୱାନଗଣ' କାର୍ଯ୍ୟକ୍ରମରେ ଯୋଗଦେବେ
୨ ଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ସମ୍ବଲପୁରରେ 'ଆହ୍ୱାନଗଣ' କାର୍ଯ୍ୟକ୍ରମରେ ଯୋଗଦେବେ
ସମ୍ବଲପୁର, ୧୦/୧୦: ଆଜିଠାରୁ ଆରଏସଏସ ସରସଂଘଚାଳକ ମୋହନ ଭାଗବତଙ୍କ ୨ ଦିନିଆ ଓଡିଶା ଗସ୍ତ । ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ଆରଏସଏସ ସରସଂଘଚାଳକ । ସନ୍ଧ୍ୟାରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ହେବାକୁ ଯାଉଛି ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମ । ଆସନ୍ତାକାଲି ସମ୍ୱଲପୁରରେ ଆରଏସଏସ ଶତାବ୍ଦୀବର୍ଷ ପୂର୍ତ୍ତିକୁ ନେଇ ଆୟୋଜିତ ସାଂଗଠନିକ ବୈଠକରେ ଯୋଗଦେଇ କାର୍ଯ୍ୟର ସମୀକ୍ଷା କରିବେ । ଏଥିରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର ସ୍ବୟଂସେବକ ମାନେ ସାମିଲ ହେବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories