Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପପ୍ରଧାନମନ୍ତ୍ରୀ 

Smruti Parija
Browse all articles by Smruti Parija
·1 year ago
ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପପ୍ରଧାନମନ୍ତ୍ରୀ 

ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ । ଭାରତ ଏବଂ ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବାକୁ ବିଭିନ୍ନ ବୈଠକରେ ଯୋଗ ଦେବେ । ଆଜି ମୁମ୍ବାଇରେ ଋଷିଆ - ଭାରତ ବ୍ୟବସାୟିକ ବୈଠକରେ ଯୋଗଦେବେ । 

ଏହାପରେ ଆସନ୍ତାକାଲି ଋଷର ଉପପ୍ରଧାନମନ୍ତ୍ରୀ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଭାବେ  ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ବୈଷୟିକ ଏବଂ ସଂସ୍କୃତି ଉପରେ ଆନ୍ତରାଜ୍ୟ ଋଷ-ଭାରତୀୟ ଆୟୋଗର ଏକ ପ୍ରମୁଖ ଅଧିବେଶନ କରିବେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Russian deputy PM to visit India, trade ties in focus | Argus News