ସନ୍ଦୀପ ଘୋଷଙ୍କୁ ସସ୍ପେଣ୍ଡ କଲା IMA
·1 year ago

ନୂଆଦିଲ୍ଲୀ: କୋଲକାତା ଆଇଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କରିଛି ।
ଗତ 10 ଦିନ ମଧ୍ୟରେ ସନ୍ଦୀପଙ୍କୁ ଶହେ ଘଣ୍ଟା ଧରି ପଚରାଉଚରା କରିଥିଲା ସିବିଆଇ । ଗତ ଶନିବାର ଆର୍ଥକ ଅନିୟମିତତା ମାମଲାରେ ସିବିଆଇ ମାମଲା ରୁଜୁ କରିଥିଲା ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: