ସନ୍ଥନଗୋପାଲନ ହେଲେ ନୂଆ ସିଇଓ
·1 year ago

ଅର୍ଗସ ବ୍ୟୁରୋ: ଆର୍. ସନ୍ଥନଗୋପାଲନ ହେଲେ ଇସିଆର ନୂଆ ସିଇଓ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ । ୨୦୦୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର୍ ହେଉଛନ୍ତି ଆର୍ . ସନ୍ଥନଗୋପାଲନ । ସନ୍ଥନଗୋପାଲନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସ୍ରୁ ଚିଠି ଆସିଥିବା ନେଇ ସୂଚନା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: