Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଲ ହେଲା ବିକାଶ ଦିବ୍ୟକିର୍ତ୍ତୀଙ୍କ ‘ଦୃଷ୍ଟି’ ଆଇଏଏସ କୋଚିଂ ସେଣ୍ଟର

Ritu Das
Browse all articles by Ritu Das
·1 year ago
ସିଲ ହେଲା ବିକାଶ ଦିବ୍ୟକିର୍ତ୍ତୀଙ୍କ ‘ଦୃଷ୍ଟି’ ଆଇଏଏସ କୋଚିଂ ସେଣ୍ଟର

ଅର୍ଗସ ବ୍ୟୁରୋ: ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନମୋଡକୁ ଆସିଛି ଦିଲ୍ଲୀ ନଗର ନିଗମ । କୋଚିଂ ସେଣ୍ଟରଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । 

ଏହି କ୍ରମରେ ନେହେରୁ ବିହାରରେ ଥିବା ଦୃଷ୍ଟି କୋଚିଂ ସେଣ୍ଟକୁ ସୋମବାର ଦିନ ସିଲ୍ କରାଯାଇଛି। ସିଭିଲ ସେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ବେଶ୍ ପ୍ରିୟ ଥିଲା । ଏହାକୁ ପୂର୍ବତନ ଆଇଏଏସ ବିକାଶ ଦିବ୍ୟକିର୍ତ୍ତୀ ଚଳାଉଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sealed Vikas | Argus News