Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜୋରଦାର

Rashmita Mishra
Browse all articles by Rashmita Mishra
·1 year ago
ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜୋରଦାର

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସର୍ଚ୍ଚ ଅପରେସନ ଜୋରଦାର । ଗତକାଲି ଆତଙ୍କବାଦୀଙ୍କ ଦ୍ବାରା ଅପହରଣ ହୋଇଥିବା ୨ ଯବାନଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ସୂଚନା ମିଳିଛି । କୋକରନାଗ ଅଞ୍ଚଳର ଶଙ୍ଗାରୁ ଯବାନଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ । ଭାରତୀୟ ସେନା ସହ  ଜମ୍ମୁ କାଶ୍ମୀର ପୋଲିସ ମିଳିତ ଅପରେସନ୍ ଜାରି ରଖିଛି ।

ଅଧିକ ପଢନ୍ତୁ ଭାରତ ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Search operations are in full swing in Anantnag, Jammu and Kashmir | Argus News