Videos
|
National

ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ମତଦାନ ହେବାକୁ ଥିବା ୮ଟି ଆସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।   ସକାଳ ୭ଟାରୁ ମତଦାନ ଆରମ୍ଭ ହେବା ସହ ସଂଧ୍ୟା ୬ଟାରେ ଶେଷ ହେବ। ବୁଥ ଗୁଡିକରେ ପାଖାପାଖି ୨ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ୮ଟି ଆସନ ମଧ୍ୟରେ ମଥୁରାରରୁ ହେମାମାଳିନୀ ଏବଂ ମିରଟରୁ ଅରୁଣ ଗୋଭିଲଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରିବେ ଭୋଟର । ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍ ୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଏମାନଙ୍କ ମଧ୍ୟରେ ୧୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Second phase of voting in Uttar Pradesh today, security is tight in 8 seats | Argus News