ଜମ୍ମୁ ଜେଲରେ ଆତଙ୍କୀ ଆକ୍ରମଣ ଆଶଙ୍କା ନେଇ ବଢିଲା ସୁରକ୍ଷା
·1 year ago

ଜମ୍ମୁ ଜେଲରେ ଆତଙ୍କୀ ଆକ୍ରମଣର ଆଶଙ୍କା ରହିଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଜେଲରେ ଅନେକ କୁଖ୍ୟାତ ଆତଙ୍କବାଦୀ ରହିଛନ୍ତି । ସେମାନେ ଆତଙ୍କବୀଦୀମାନଙ୍କୁ ବିଭିନ୍ନ ସମୟରେ ସହଯୋଗ କରିଥିବା ଅଭିଯୋଗ ରହିଛି । ଶ୍ରୀନଗର ସେଣ୍ଟ୍ରାଲ ଜେଲ ଓ ଜମ୍ମୁର କୋଟ୍ ବାଲଓ୍ବାଲ ଜେଲରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି ।
ସେପଟେ ପହଲଗାମ୍ ଆତଙ୍କୀମାନେ ଦକ୍ଷିଣ କାଶ୍ମୀରରେ ଲୁଚିଥିବା ଏନଆଇଏ ପକ୍ଷରୁ ସୂଚନା ମିଳିବା ପରେ ଅପରେସନ ଜୋରଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: