Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛତିଶଗଡରେ ବଡ ଏନକାଉଣ୍ଟର, 7 ମାଓବାଦୀ ମୃତ

National

ଛତିଶଗଡରେ ବଡ ଏନକାଉଣ୍ଟର, 7 ମାଓବାଦୀ ମୃତ

Smruti Parija
Browse all articles by Smruti Parija
·1 year ago
ଛତିଶଗଡରେ ବଡ ଏନକାଉଣ୍ଟର, 7 ମାଓବାଦୀ ମୃତ

ଅର୍ଗସ ବ୍ୟୁରୋ: ଛତିଶଗଡରେ ଭୁଶୁଡୁଛି ମାଓ ଦୁର୍ଗ । ପୋଲିସ ଏନକାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଜବତ କରାଯାଇଛି । ମାଓବାଦୀମାନେ ସାଧା ପୋଷାକରେ ଥିଲେ । ସେମାନେ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବାବେଳେ ପୋଲିସ ଭୋର 3ଟାରୁ କମ୍ବିଂ ଅପରେସନ କରିଥିଲା । ଏବେ ବି କମ୍ବିଂ ଜାରି ରହିଛି । 
ଅଧିକ ପଢନ୍ତୁ: ଲାଲ ଚନ୍ଦନକାଠ ଏବଂ ବୀରାପାନ; ଜାଣନ୍ତୁ ପୁରା କାହାଣୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
seven-maoist-killed-in-an-encounter-at-chhatishgarh | Argus News