ଜମ୍ମୁ-କାଶ୍ମୀରରେ ହାଡ଼ଭଙ୍ଗା ଶୀତ
·2 years ago

ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ହାଡ଼ଭଙ୍ଗା ଶୀତ। -୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା । ବରଫରେ ଢାଙ୍କି ହୋଇ ଆହୁରି ସୁନ୍ଦର ଲାଗୁଛି ଧରଣୀ । ଭାରତର ଏହି ଭୂସ୍ବର୍ଗକୁ ଦେଖିବାକୁ ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ସାଙ୍ଗକୁ ସକାଳୁ ସକାଳୁ ଦେଖିବାକୁ ମିଳୁଛି ଘନ କୁହୁଡ଼ି ।
ଡାଲ ହ୍ରଦର ପାଣି ଉପରେ ବରଫର ଚାଦର ଜମିଥିବା ଦେଖିବାକୁ ମିଳିଛି । ଯାହା ନୌକାବିହାର ସମୟରେ ପର୍ଯ୍ୟଟକଙ୍କ ମନ ମୋହୁଛି । ପ୍ରବଳ ଥଣ୍ଡାରେ ହ୍ରଦରେ ବୁଲି ମଜା ନେଉଛନ୍ତି ଲୋକେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: