Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୁଡ଼ିଗଲା ଜାହାଜ ୩ ନିଖୋଜ

National

ବୁଡ଼ିଗଲା ଜାହାଜ ୩ ନିଖୋଜ

Rashmita Mishra
Browse all articles by Rashmita Mishra
·1 year ago
ବୁଡ଼ିଗଲା ଜାହାଜ ୩ ନିଖୋଜ

ଅର୍ଗସ ବ୍ୟୁରୋ : ବୁଡ଼ିଯାଉଥିବା ଜାହାଜରୁ ୧୧ ଜଣ ନାବିକଙ୍କୁ ଉଦ୍ଧାର କଲେ କୋଷ୍ଟଗାର୍ଡ । କୋଲକାତାରୁ ପୋର୍ଟବ୍ଲେୟାର ଯାଉଥିବା କାର୍ଗୋ ଜାହାଜ ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଖରାପ ପାଣିପାଗ ଯୋଗୁଁ ବୁଡ଼ିଯାଇଥିଲା MV ITT Puma । କୋଷ୍ଟଗାର୍ଡର ଅମୋଘ, ସାରଙ୍ଗ ଜାହାଜ ପକ୍ଷରୁ ଉଦ୍ଧାର ଅଭିଯାନ । ଏବେବି ନିଖୋଜ ଅଛନ୍ତି 3 ଜଣ ନାବିକ ଉଦ୍ଧାର କାଯ୍ୟ ଜାରି ରହୁଛି । 

ଅଧିକ ପଢ଼ନ୍ତୁ ଭାରତ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ship sank 3 missing | Argus News