Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିକ୍କିମ @50 କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago
ସିକ୍କିମ @50 କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି

Key Points

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସିକ୍କିମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ

ସିକ୍କିମରେ ପହଞ୍ଚି ସିକ୍କିମ@50 କାର୍ଯ୍ୟକ୍ରମରେ ଯୋଗଦେବେ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସିକ୍କିମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ । ଆଜି ଦିନ ୧୧ଟାରେ ପ୍ରଥମେ ସିକ୍କିମରେ ପହଞ୍ଚି ସିକ୍କିମ@50 କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଅପରାହ୍ନରେ ପଶ୍ଚିମବଙ୍ଗରେ ପହଞ୍ଚି ସିଟି ଗ୍ୟାସ ଡିଷ୍ଟ୍ରିବୁସନ ପ୍ରୋଜେକ୍ଟର ଶିଳାନ୍ୟାସ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ସଂଧ୍ୟାରେ ବିହାରରେ ପହଞ୍ଚି ୪୮ ହଜାର ୫୨୦ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପିଏମ ମୋଦି । ୩୦ ତାରିଖରେ ବିହାରରୁ ଉତ୍ତର ପ୍ରଦେଶର କାନପୁର ଗସ୍ତ କରି ୨ ହଜାର ୯ ଶହ କୋଟି ମୂଲ୍ୟର ଉପହାର ଦେବେ ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sikkim-gears-up-to-celebrate-50th-anniversary-of-statehood-pm-modi-to-attend | Argus News