ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗର ଶିକାର ହେଲେ ଗାୟିକା ଅଲକା ୟାଗ୍ନିକ
·2 years ago·1 min read

- କଟକ କୁଆଖିଆ ନଦୀ ପୋଲ ଉପରେ ଦୁର୍ଘଟଣା...କାରକୁ ଧକ୍କା ନେଇ ନଦୀକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ...ଦୁର୍ଘଟଣାରେ 5 ଜଣ ଆହତ ,ଜଣେ ମୃତ...କାରରେ ଥିଲେ ଏକ ଟିଭି ସିରିଏଲର କଳାକାର ଟିମ୍
- ରାଜଧାନୀରେ ମୃତ୍ୟୁର ଫାଶ ପାଲଟିଛି ମୁକୁଳା ଡ୍ରେନ… ତୁରନ୍ତ ସବୁ ଡ୍ରେନ କଭର୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ… ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ପରଖିଲେ ନଗର ଉନ୍ନୟନ ମନ୍ତ୍ରୀ
- ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ...ଆସନ୍ତା ସ୍ନାନଯାତ୍ରାର ଚୂଡାନ୍ତ ନୀତି ନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ...୪ ଘଣ୍ଟା ହେଲାଣି ନୀତିରେ ବିଳମ୍ବ...ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ଚାଲିଛି ବିବାଦ
- ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି...ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ମହାପ୍ରଭୁଙ୍କର ଗୁଆଲି ଯାତ୍ରା
- ଡିପଥେରିଆ ମୁକାବିଲା...ରାୟଗଡ଼ା କାଶୀପୁରରେ ଆଜିଠାରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ
- 21 ଜୁନ ଅନ୍ତର୍ଜାତୀୟ ଯୋଗ ଦିବସରେ ଜମ୍ମୁ-କଶ୍ମୀରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ...ଗୁରୁବାରଠାରୁ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ ମୋଦି
- ଶୁଣି ପାରୁନାହାନ୍ତି ଗାୟିକା ଅଲକା ୟାଗ୍ନିକ...ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗରେ ହୋଇଛନ୍ତି ଶିକାର.. ଇନଷ୍ଟାଗ୍ରାମରେ ପୋଷ୍ଟ ସେଆର କରି ଦେଲେ ସୂଚନା
- ପ୍ୟାରିସ୍ ଅଲିମ୍ପିକ୍ ପୂର୍ବରୁ ଦମଦାର ଫର୍ମରେ ନିରଜ ଚୋପ୍ରା...ପାଭୋ ନର୍ମିରେ ସ୍ବର୍ଣ୍ଣ ପଦକ ହାସଲ କଲେ ନିରଜ
- ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା...୨୦ ତାରିଖରୁ ବଢ଼ିବ ବର୍ଷାର ପରିମାଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: