ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରପଚାର ଆରମ୍ଭ
·1 year ago·1 min read

Key Points
ଦିଲ୍ଲୀ ଏମ୍ସ ରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରପଚାର ଵା ସ୍କିନ grafting ଆରମ୍ଭ
ସୂଚନା ଦେଲେ ପରିବାର ଲୋକେ
ସକାଳ 10 ଟାରେ ଅପରେସନ ଥିଏଟରକୁ ଯାଇଥିବା ନେଇ ସୂଚନା
ସ୍କିନ grafting ପାଇଁ 5ରୁ 6 ଘଣ୍ଟା ସମୟ ଲାଗିପାରେ
ଦିଲ୍ଲୀ ଏମ୍ସ ରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରପଚାର ଵା ସ୍କିନ grafting ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ପରିବାର ଲୋକେ । ସକାଳ 10 ଟାରେ ଅପରେସନ ଥିଏଟରକୁ ଯାଇଥିବା ନେଇ ସୂଚନା ରହିଛି । ସ୍କିନ grafting ପାଇଁ 5ରୁ 6 ଘଣ୍ଟା ସମୟ ଲାଗିପାରେ । ଏହାପୂର୍ବରୁ ମଧ୍ୟ ଝିଅର ଅସ୍ତ୍ରପଚାର ହୋଇଥିଵା ନେଇ ଏମ୍ସ ପକ୍ଷରୁ ବୁଲେଟିନ ଜାରି ହୋଇଥିଲା । ଗତକାଲି ଝିଅକୁ ସାମାନ୍ୟ ଜ୍ୱର ଥିବାରୁ ହୋଇପାରି ନଥିଲା ଅପରେସନ ।
ଯାହାକୁ ନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଦିଲ୍ଲୀ ଏମ୍ସ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ୟୁନିଟ ର ଏଚଓଡି ଡକ୍ଟର ମନିଶ ସିଂଘଲଙ୍କ ତତ୍ୱାବଧାନରେ 7 ଜଣିଆ ଡାକ୍ତରୀ ଟିମ ଝିଅର ଚିକତ୍ସା କରୁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: