Videos
|
National

ଗରମ ଦିନେ ଅଧିକ କାମୁଡନ୍ତି ସାପ 

Manini Pattanayak
Browse all articles by Manini Pattanayak
·2 years ago
ଗରମ ଦିନେ ଅଧିକ କାମୁଡନ୍ତି ସାପ 

ନୂଆଦିଲ୍ଲୀ: ତାତି ବଢିଲେ ସାପ କାମୁଡା ବଢେ । ବିଶ୍ଵାସ ନହେଲେ ବି କଥା ପୂରା ସତ । କାରଣ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ,  ଗରମ ଦିନେ ଅଧିକ କାମୁଡିଥାନ୍ତି ସାପ। ବୈଜ୍ଞାନିକଙ୍କ କହିବାନୁଯାୟୀ ଯେଉଁଠି ତାପମାତ୍ରା ଅଧିକ ବଢୁଛି ସେଠାରେ ସାପ କାମୁଡିବା ମଧ୍ୟ ଅଧିକ ବଢୁଛି ।

ସାଧାରଣତଃ ଯେଉଁ ସାପ ଆକ୍ରମଣ କେବେ କରନ୍ତିନ, କିନ୍ତୁ ଗରମ ହେଲେ ସେମାନେ ବି ଅଧିକ ଆକ୍ରମଣାତ୍ମକ ହୋଇଉଠିଥାନ୍ତି।  ଜଳବାୟୁ ପରିବର୍ତ୍ତନ ଖାଲି ମଣିଷଙ୍କୁ ହିଂସ୍ର କରିଦିଏନନା ଜନ୍ତୁ ମାନଙ୍କୁ ମଧ୍ୟ ଆହୁରି ହିଂସ୍ର କରିଦିଏ..ତେଣୁ ଏବେ ଗରମ ଦିନ ଥିବାରୁ ସାବଧାନ ରୁହନ୍ତୁ ।

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: