Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଏବରେଲୀକୁ ଅଲବିଦା, ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ

Smruti Parija
Browse all articles by Smruti Parija
·2 years ago
ରାଏବରେଲୀକୁ ଅଲବିଦା, ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ

ଅର୍ଗସ ବ୍ୟୁରୋ:  ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିରରୁ  ବଡ଼ ଖବର । ପାରମ୍ପରିକ ଆସନ ରାଏବରେଲୀକୁ ଅଲ୍ ବିଦା କଲେ ସୋନିଆ । ରାଜ୍ୟସଭା ପାଇଁ  ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନର ପ୍ରାର୍ଥୀ ଚୟନ କରାଯାଇଛି । ଆସନ୍ତାକାଲି ଗୁରୁବାର ରାଜ୍ୟସଭା ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ସୋନିଆ । ହିମାଚଳ ପ୍ରଦେଶର ମୁଖପାତ୍ର ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରକାନ୍ତ ହ୍ୟାଣ୍ଡୋର, ରାଜ୍ୟସଭା ପାଇଁ ମନୋନୀତ କରିଛି ଦଳ । ବିହାରରେ ଦଳ ଦଳର ନେତା ଅଖିଳେଶ ପ୍ରସାଦ ସିଂଙ୍କୁ ପୁଣି ମନୋନୀତ କରିଛି । ଅନ୍ୟପଟେ  ରାଏବରେଲୀରୁ  ପ୍ରିୟଙ୍କା ଗାନ୍ଧୀ ଲେୋକସଭା ନିର୍ବାଚନ ଲଢିବାର ଚର୍ଚ୍ଚା ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sonia-gandhi-files-likely-to-file-nomination-for-rajya-sabha-poll | Argus News