Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖୁବ୍ ଶୀଘ୍ର ଆପଣ ଜାଣିପାରିବେ ଆପଣଙ୍କୁ କିଏ କଲ କରୁଛି

Manini Pattanayak
Browse all articles by Manini Pattanayak
·2 years ago
ଖୁବ୍ ଶୀଘ୍ର ଆପଣ ଜାଣିପାରିବେ ଆପଣଙ୍କୁ କିଏ କଲ କରୁଛି

 ନୂଆଦିଲ୍ଲୀ:  ଖୁବ୍ ଶୀଘ୍ର ଆପଣ ଜାଣିପାରିବେ ଆପଣଙ୍କୁ କିଏ କଲ କରୁଛି। ଏହାପରେ ଆପଣ ଫୋନ ଉଠାଇବେକି ନାହିଁ ତାହାର ନିଷ୍ପତ୍ତି ନେବେ। କାରଣ ଏବେ ସରକାରୀ ଟ୍ରୁ କଲର ପାଇଁ ଟ୍ରାଇ ଉଦ୍ୟମ ଆରମ୍ଭ କରିଛି।

ସରକାରୀ ଟ୍ରୁ-କଲର କାର୍ଯ୍ୟକ୍ଷମ ହେଲେ ଫୋନ ଆସିବା ମାତ୍ରା କଲ କରିଥିବା ବ୍ୟକ୍ତିର ପ୍ରକୃତ ନାମ ମଧ୍ୟ ଫୋନ ସ୍କ୍ରିନରେ ଦେଖାଦେବ। ଫଳରେ ଠକେଇ ପାଇଁ କଲ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜଣା ପଡିବ ଏଭଂ ଲୋକେ ସଚେତନ ବି ହୋଇପାରିବେ। ଏଥିପାଇଁ ଟ୍ରାଇ ମୋବାଇଲ ବ୍ୟବହାର କରୁଥିବା ଲୋକମାନଙ୍କୁ ପରାମର୍ଶ ତଥା ମତାମତ ଦେବାକୁ ଆହ୍ବାନ କରିଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soon you will know who is calling you. You will then decide whether to pick up the phone or not. | Argus News