Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ମିଳିଲାନି ଜାମିନ୍ 

Manini Pattanayak
Browse all articles by Manini Pattanayak
·2 years ago
 ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ମିଳିଲାନି ଜାମିନ୍ 

ନୂଆଦିଲ୍ଲୀ:  ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ମିଳିଲାନି ଜାମିନ୍ । ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ । ଦିଲ୍ଲୀ ମଦ ନୀତି ମାମଲାରେ କବିତାଙ୍କୁ ଗିରଫ କରିଛି ଇଡି  ।

କିନ୍ତୁ ତାଙ୍କ ପୁଅର ପରୀକ୍ଷା ଥିବା ଦର୍ଶାଇ ସେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲା । ଏହାକୁ କୋର୍ଟ ଖାରଜ କରି ଦେଇଛନ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ବିଆରଏସ୍ କେ. କବିତାଙ୍କୁ ଗିରଫ କରିଛି ଇଡି ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special CBI judge Kaveri Baweja dismissed Kavitha's interim bail plea | Argus News