Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ

ଅର୍ଗସ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗଭୀର ଅବପାତ, ଅତି ଭୀଷଣ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ସିବିଆଇକୁ ତଦନ୍ତ ପାଇଁ ଆଉ ସପ୍ତାହେ ସମୟ ଦେଲେ ସୁପ୍ରିମକୋର୍ଟ । ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ମେଡିକାଲରେ ପଶିଲା ବନ୍ୟା ପାଣି । ସ୍ବାଭିମାନ ଅଞ୍ଚଳ ଜୋଡ଼ାମ୍ବ ପ୍ରାଥମିକ ଚିକିତ୍ସାଳୟରେ ପଶିଲା ପାଣି । ମେଡିସିନ୍ ଓ ମେଡିକାଲ କାଗଜପତ୍ର ଓଦା, ରୋଗୀ ସେବା ବ୍ୟାହତ

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଏସ୍‌ଆର୍‌ସି । ସମୀକ୍ଷା ବୈଠକ ପରେ SRC ଦେଓରଞ୍ଜନ କୁମାର ସିଂଙ୍କ ସୂଚନା 

କୋଲକାତା ଲଜ୍ଜା: ନ୍ୟାୟ ପାଇଁ ୨୫ ଦେଶରେ ବିକ୍ଷୋଭ ପ୍ରଦର୍ଶନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକରେ ବନ୍ଦ ଘର ଭିତରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର। ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର  

ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା'। ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ, ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି' । 'ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି '

ଭଙ୍ଗାଯିବ ଦିଲ୍ଲୀରେ ଥିବା ଓଡ଼ିଶା ଭବନ । ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡ଼ିଛି

ନୂଆଁଖାଇରୁ ନୂଆ ଯୋଜନା ଆରମ୍ଭ କଲେ ରାଜ୍ୟ ସରକାର । ଚଷୀଙ୍କ ଆକାଉଣ୍ଟ ଗଲା ୪ ହଜାର ଲେଖାଏଁ ଟଙ୍କା

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନଭେମ୍ବର ୧୫ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି 

 

Sponsored
Speed 10 | Argus News