Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କୋଚିର CUSAT ବିଶ୍ୱବିଦ୍ୟାଳୟରେ ଦଳାଚକଟା, ୪ ମୃତ

National

କୋଚିର CUSAT ବିଶ୍ୱବିଦ୍ୟାଳୟରେ ଦଳାଚକଟା, ୪ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
କୋଚିର CUSAT ବିଶ୍ୱବିଦ୍ୟାଳୟରେ ଦଳାଚକଟା, ୪ ମୃତ

ଅର୍ଗସ ବ୍ୟୁରୋ: କୋଚିର CUSAT ବିଶ୍ୱବିଦ୍ୟାଳୟରେ ଦଳାଚକଟା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦଳଚକଟାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଛାତ୍ର ଆହତ ହୋଇଛନ୍ତି। କୋଚିର cusat ୟୁନିଭର୍ସିଟିରେ ଆୟୋଜିତ ଏକ ମ୍ୟୁଜିକ କନସର୍ଟ ସମୟରେ ବଡ ଦୁର୍ଘଟଣା ଘଟିଛି। ଘଟଣା ସମ୍ପର୍କରେ ସୂଚନା ଦେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ନିଖିତା ଗାନ୍ଧୀଙ୍କ ସଙ୍ଗୀତ ସମାରୋହ ସମୟରେ ଏହି ଦୁର୍ଘଟଣା ଘଟିଛି। 

ବିଶ୍ୱବିଦ୍ୟାଳୟ ପରିସରରେ ଖୋଲା ଆକାଶ ଅଡିଟୋରିୟମରେ ସଙ୍ଗୀତ କନସର୍ଟ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆହତଙ୍କ ଚିକିତ୍ସା ପାଇଁ କଲାମାସେରି ମେଡିକାଲ କଲେଜରେ ବ୍ୟବସ୍ଥଇ କରାଯାଇଛି। ତେବେ ଦଳାଚକଟା କାହିଁକି ହେଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stampede during Nikita Gandhi concert at Cochin varsity kills 4 students | Argus News