Videos
|
National

ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଆକ୍ରମଣ, ଭାରତ ପକ୍ଷରୁ ନିନ୍ଦା

Banajyotshna Ray
Browse all articles by Banajyotshna Ray
·1 year ago
ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଆକ୍ରମଣ, ଭାରତ ପକ୍ଷରୁ ନିନ୍ଦା

ଅର୍ଗସ ବ୍ୟୁରୋ:  ଖଲିସ୍ତାନ ସମର୍ଥକ ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଆକ୍ରମଣ କରିବା ସହ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରିଥିଲେ। ଏହି ମନ୍ଦିର କନସୁଲାର କ୍ୟାମ୍ପର ଆୟୋଜନ କରୁଥିଲା। ଆକ୍ରମଣକୁ ପିଲ ପୁଲିସ୍‌ ରୋକି ପାରି ନଥିଲା ଓ ଖଲିସ୍ତାନୀଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାକୁ ଭାରତର ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯାଇଛି। ଅଭିୟୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ପକ୍ଷରୁ କାନାଡାକୁ କୁହାଯାଇଛି। କାନାଡ଼ା ସରକାର ତାଙ୍କ ଦେଶରେ ହିନ୍ଦୁମାନଙ୍କୁ ମୌଳିକ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହେଉଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟର ପ୍ରବକ୍ତା ରଣଧୀନ ଜୟସ୍ବାଲ କହିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Strongly condemn attack on Hindu temple in Canada: PM Modi | Argus News