Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତ୍ମନିର୍ଭର ଭାରତକୁ ବଳ ଯୋଗାଉଛନ୍ତି ସଫଳ ଭାରତୀୟ ଷ୍ଟାର୍ଟଅପ୍ସ

Banajyotshna Ray
Browse all articles by Banajyotshna Ray
·1 year ago
ଆତ୍ମନିର୍ଭର ଭାରତକୁ ବଳ ଯୋଗାଉଛନ୍ତି ସଫଳ ଭାରତୀୟ ଷ୍ଟାର୍ଟଅପ୍ସ

ଅର୍ଗସ ବ୍ୟୁରୋ:  ବିକାଶମୁଖୀ ଭାରତୀୟ ଅର୍ଥନୀତି । ଆତ୍ମନିର୍ଭର ଭାରତକୁ ବଳ ଯୋଗାଉଛନ୍ତି ସଫଳ ଭାରତୀୟ ଷ୍ଟାର୍ଟଅପ୍ସ । ଚଳିତ ସପ୍ତାହରେ 3 ଶହ ପ୍ରତିଶତରୁ ଅଧିକ ଗ୍ରୋଥ୍ ରେଟ ସହ ଷ୍ଟାର୍ଟଅପ ଇକୋସିଷ୍ଟମ ଅଧିକ ସମର୍ଥ ହୋଇଛି । ରିପୋର୍ଟ ଅନୁସାରେ ଏହି ସପ୍ତାହରେ ଦେଶର 39ଟି ଷ୍ଟାର୍ଟଅପ୍ସ ଫଣ୍ଡ୍ସ ପାଖାପାଖି 449 ମିଲିୟନ ଡଲାର ବୃଦ୍ଧି ଘଟିଛି । 29ଟି ଡିଲରେ 3 ଶହ ପ୍ରତିଶତ ବିକାଶ ହାର ରେକର୍ଡ ହୋଇଛି । ଗତ ସପ୍ତାହରେ ଷ୍ଟାର୍ଟଅପ ଫଣ୍ଡ 135 ମିଲିୟନ ଡଲାର ଥିବାବେଳେ ଚଳିତ ସପ୍ତାହରେ ଏହା ବୃଦ୍ଧି ପାଇ 449 ମିଲିୟନ ଡଲାରରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Successful Indian startups are powering a self-reliant India | Argus News