|
logo
Live

Argus News - ଦୀପାବଳିରେ ବାଣ ଫୁଟାଇବାକୁ କଟକଣା ଲଗାଇଲେ ସୁପ୍ରିମକୋର୍ଟ

National

ଦୀପାବଳିରେ ବାଣ ଫୁଟାଇବାକୁ କଟକଣା ଲଗାଇଲେ ସୁପ୍ରିମକୋର୍ଟ

Ritu Das
Browse all articles by Ritu Das
·2 years ago
ଦୀପାବଳିରେ ବାଣ ଫୁଟାଇବାକୁ କଟକଣା ଲଗାଇଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଏଥର ଦୀପାବଳିରେ ବାଣ ଫୁଟିବନି। ବାୟୁ, ଶବ୍ଦ ପ୍ରଦୂଷଣ ରୋକିବାକୁ  ସାରା ରାଜ୍ୟକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଦିଲ୍ଲୀ, ଏନସିଆର ନୁହେଁ ସାରା ରାଜ୍ୟରେ କଟକଣା ଲଗାଇଇବାକୁ କୁହାଯାଇଛି। ବାରୁଦରେ ବେରିୟମ ସଲ୍ଟ ମିଶ୍ରିତ ବାଣକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। 

ଦୀପାବଳିରେ ଘାତକ ବାଣ ଫୁଟାଇବା ନିଷିଦ୍ଧ। ଘାତକ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା ଜାରି କଲେ। ରାଜସ୍ଥାନ ମାମଲାର ଶୁଣାଣି କରି କଟକଣା ଲଗାଇଲେ ସୁପ୍ରିମକୋର୍ଟ। କେବଳ ରାଜସ୍ଥାନରେ ନୁହେଁ ସାରା ଦେଶରେ ପ୍ରଦୂଷଣ ହେଉଛି। ତେଣୁ ପ୍ରଦୂଷଣ ସୃଷ୍ଟିକାରୀ ଏଭଳି ବାଣକୁ ନିୟନ୍ତ୍ରଣ କରାଯାଉ। 

ଅଧିକ ପଢ଼ନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୀପାବଳିରେ ବାଣ ଫୁଟାଇବାକୁ କଟକଣା ଲଗାଇଲେ ସୁପ୍ରିମକୋର୍ଟ | Argus News