Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

Smruti Parija
Browse all articles by Smruti Parija
·2 years ago
ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: ଇଭିଏମ ଭୋଟିଂକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ।  ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ । ଭିଭିପାଟ୍ ବଦଳରେ ବାଲାଟ୍ ପେପରରେ ଭୋଟ୍ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏଥିସହ EVMର ଶତ ପ୍ରତିଶତ ଯାଞ୍ଚ ମାମଲା ଖାରଜ ହୋଇଛି । ଭିଭିପାଟ୍ ସମ୍ପର୍କିତ ସମସ୍ତ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । EVM ଦ୍ବାରା ହିଁ ଭୋଟ୍ ହେବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

ଭୋଟିଂ ପରେ 45 ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ । ଖଣ୍ଡପୀଠ ଆହୁରି କହିଛନ୍ତି ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସମସ୍ତ ଖର୍ଚ୍ଚ ବହନ କରିବେ । ଯଦି ଇଭିଏମ୍ ଟାମ୍ପରିଂ ହୋଇଥାଏ ତେବେ ଖର୍ଚ୍ଚ ଫେରସ୍ତ ପାଇବେ । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
supreme-court-rejects-pleas-on-100-verification-of-evm-votes-with-vvpat-slips | Argus News