Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମ ମନ୍ଦିର ଥିମ୍‌ରେ ଅଳଙ୍କାର ଡିଜାଇନ୍ କରିଛନ୍ତି ହୀରା ବ୍ୟବସାୟୀ

Banajyotshna Ray
Browse all articles by Banajyotshna Ray
·2 years ago
ରାମ ମନ୍ଦିର ଥିମ୍‌ରେ ଅଳଙ୍କାର ଡିଜାଇନ୍ କରିଛନ୍ତି ହୀରା ବ୍ୟବସାୟୀ

ଅର୍ଗସ ବ୍ୟୁରୋ:  ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥି ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏଥି ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳୁଛି । ଏତିକି ବେଳେ ସୁରତର ଜଣେ ହୀର ବ୍ୟବସାୟୀଙ୍କ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି ।  ରାମ ମନ୍ଦିର ଥିମ୍‌ରେ ଅଳଙ୍କାର ଡିଜାଇନ୍ କରିଛନ୍ତି । ରାମ ମନ୍ଦିରର ବିଷୟବସ୍ତୁ ଉପରେ ଏକ ଚମତ୍କାର ହାର ପ୍ରସ୍ତୁତ କରିଛନ୍ତି । 5 ହଜାରରୁ ଅଧିକ ଆମେରିକୀୟ ହୀରା ଓ 2 କିଲୋଗ୍ରାମ ରୂପାରେ ଏହି ଅଳଙ୍କାର ଡିଜାଇନ କରାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Surat-based jeweller designs magnificent necklace on Ayodhya Ram Mandir-theme | Argus News