Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତାଜ ଏକ୍ସପ୍ରେସ ଟ୍ରେନର ୪ ବଗିରେ ଲାଗିଲା ନିଆଁ

Ritu Das
Browse all articles by Ritu Das
·2 years ago
ତାଜ ଏକ୍ସପ୍ରେସ ଟ୍ରେନର ୪ ବଗିରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ: ତାଜ ଏକ୍ସପ୍ରେସ ଟ୍ରେନରେ ନିଆଁ। ଦିଲ୍ଲୀ-ସରିତା ବିହାର ନିକଟରେ ଘଟିଛି ଅଗ୍ନିକାଣ୍ଡ। ଟ୍ରେନର ୪ଟି ବଗିରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ ୫ଟି ଦମକଳ ନିୟୋଜିତ ଅଛି। 

ଟ୍ରେନରେ କେହି ମୃତାହତ ହୋଇ ନ ଥିବାବେଳେ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Taz express fire | Argus News