Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କମ୍ପାନୀର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେବାର ବିଳମ୍ବ : ଟିସିଏସ୍ ଚିଫ୍ ଏକଜିକ୍ୟୁଟିଭ୍

Smruti Parija
Browse all articles by Smruti Parija
·11 months ago
କମ୍ପାନୀର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେବାର ବିଳମ୍ବ : ଟିସିଏସ୍ ଚିଫ୍ ଏକଜିକ୍ୟୁଟିଭ୍

Key Points

ଛଟେଇ ହେବେ ୧୨ହଜାର ଷ୍ଟାଫ୍

ଆଗାମୀ ଆର୍ଥିକ ବର୍ଷରେ ଟିସିଏସ୍ ହ୍ରାସ କରିବ ଦୁଇ ପ୍ରତିଶତ କର୍ମଚାରୀ

ଏଥିଯୋଗୁଁ ୧୨ହଜାର କର୍ମଚାରୀ ଛଟେଇ ହେବେ

ଟିସିଏସରୁ ଛଟେଇ ହେବେ ୧୨ ହଜାର କର୍ମଚାରୀ । ଭାରତର ସର୍ବ ବୃହତ୍ ଆଇଟି ସେବା ପ୍ରଦାନକାରୀ ଟାଟା କନସଲଟାନ୍ସି ସର୍ଭିସେସ୍ ଆଗାମୀ ଆର୍ଥିକ ବର୍ଷରେ ପ୍ରାୟ ଦୁଇ ପ୍ରତିଶତ କର୍ମଚାରୀ ହ୍ରାସ କରିବ । ଏଥିଯୋଗୁଁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ହେବେ । କମ୍ପାନୀର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ପୂର୍ବରୁ ଟିସିଏସର ଚିଫ୍ ଏକଜିକ୍ୟୁଟିଭ୍ କେ. କ୍ରିତିବାସନ ସୂଚନା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tcs-to-lay-off-12000-employees | Argus News