Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଜିପୁର ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ

National

ଗାଜିପୁର ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·2 years ago
ଗାଜିପୁର ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀର ଗାଜିପୁର ଡମ୍ପିଂୟାର୍ଡରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ସ୍ଥାନୀୟ ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଛି । ନିଆଁ ଓ ଧୂଆଁରେ ଆକ୍ତାମାକ୍ତା ହୋଇଛନ୍ତି ସ୍ଥାନୀୟ ଲୋକେ। ଗତକାଲି ରାତି ସାରା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଜାରି ରହିଛି । 

ଆଜି ସକାଳୁ ବି ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି । ନିଆଁ କିଛି ମାତ୍ରାରେ ଆୟତ୍ତ ହୋଇଥିବା ବେଳେ ଧୂଆଁ ପୁରା ମାଇଲ୍ ମାଇଲ୍ ଦୂର ବ୍ୟାପୁଛି । ଫଳରେ ନିଃଶ୍ବାସ, ପ୍ରଶ୍ବାସ ନେବାରେ ବାଧା ଉପୁଜିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Terrible fire at | Argus News