ଭାରତ ଗସ୍ତ କରିପାରନ୍ତି ଟେସଲାର ସିଇଓ ଏଲନ ମସ୍କ
·2 years ago

ଅର୍ଗସ ବ୍ୟୁରୋ: ଆମେରିକାରେ ଇଲେକ୍ଟ୍ରିକାର ନିର୍ମାତା ଟେସଲାର ସିଇଓ ଏଲନ ମସ୍କ ଚଳିତ ମାସରେ ଭାରତ ଗସ୍ତ କରିପାରନ୍ତି। ଏଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତକାର ସମୟରେ ମସ୍କ ଭାରତରେ ନିବେଶ ସମ୍ପର୍କରେ ଘୋଷଣା କିମ୍ବା ସୂଚନା ଦେଇପାରନ୍ତି।
ସୂଚନା ଅନୁସାରେ ଏଲନ ମସ୍କ ଏପ୍ରିଲ 22ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ନିଜର ପ୍ରଥମ ଭାରତ ଗସ୍ତରେ ମସ୍କ ନିବେଶ ଏବଂ ଇଲେକ୍ଟ୍ରିକ କାର ନିର୍ମାଣ ଲାଗି ପ୍ଲାଣ୍ଟ ସମ୍ପର୍କରେ କିଛି ବଡ ଘୋଷଣା କରିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: