Videos
|
National

ସଙ୍ଗୀନ ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି 

Manini Pattanayak
Browse all articles by Manini Pattanayak
·2 years ago
ସଙ୍ଗୀନ ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି 

ନୂଆଦିଲ୍ଲୀ:  ରାଜଧାନୀରେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଦିନକୁ ଦିନ ବେଶ ସଙ୍ଗୀନ ହେବାରେ ଲାଗିଛି। ସଵୁଦିନ ପରି ଆଜି ମଧ୍ୟ ବିଷାକ୍ତ ବାୟୁ ବଳୟରେ ରହିଛି ଦିଲ୍ଲୀ। ଦିଲ୍ଲୀର ଅନେକ ସ୍ଥାନରେ AQI ସ୍ଥିତି ବେଶ ଭୟାବହ ରହିଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆଜିର ଅକ୍ୱାଇ ରହିଛି, ଆନନ୍ଦବିହ।ର ଅଞ୍ଚଳରେ 448, ସୋନିଆ ବିହାରରେ 445, ଅଶୋକ ବିହାରରେ 414, ITO ରେ 431ଓ ଆରକେପୁରମରେ 461 ରହିଛି AQI ସ୍ଥିତି।

ଅଧିକ ପଢନ୍ତୁ: ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ

ପ୍ରଦୂଷଣର ସ୍ଥିତିକୁ ନଜରରେ ରଖି CNG, ବିଜୁଳି ଓ ବିଏସ୍-୬ ଡିଜେଲ ଦ୍ଵାରା ଚାଳୁଥିବା ବସକୁ ଛାଡ଼ି ଅନ୍ୟ ବସର ପ୍ରବେଶକୁ ନେଇ ବାରଣ ଲଗାଇ ପାରନ୍ତି ଦିଲ୍ଲୀ ସରକାର।

ଭାରତ ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: