Videos
|
National

ଷ୍ଟକ ମାର୍କେଟରେ ବଡ ଉତ୍ସାହ, ଆରମ୍ଭରୁ ଭଲ କାରବାର ହୋଇଥିଲା ସେନସେକ୍ସ

Banajyotshna Ray
Browse all articles by Banajyotshna Ray
·2 years ago
ଷ୍ଟକ ମାର୍କେଟରେ ବଡ ଉତ୍ସାହ, ଆରମ୍ଭରୁ ଭଲ କାରବାର ହୋଇଥିଲା ସେନସେକ୍ସ

ଅର୍ଗସ ବ୍ୟୁରୋ: ଷ୍ଟକ ମାର୍କେଟରେ ବଡ ଉତ୍ସାହ । ଆଜି ଆରମ୍ଭରୁ ସେନସେକ୍ସ ଭଲ କାରବାର ହୋଇଥିଲା । ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୨୬୨୨ ପଏଣ୍ଟ ବଢି ୭୬ ହଜାର ୫୮୩ ପଏଣ୍ଟରେ ପହଞ୍ଚିଛି । ଅର୍ଥାତ୍ ବିଏସଇ ସୂଚକାଙ୍କ ୩.୫ ପ୍ରତିଶତ ବୃଦ୍ଧି ହୋଇଛି । ସେହିପର ନିଫଟି ୮୦୭ ପଏଣ୍ଟ ବଢି ୨୩ ହଜାର ୩୩୭ପଏଣ୍ଟରେ ପହଞ୍ଚିଛି । ବିଭିନ୍ନ ଏକଜିଟ୍ ପୋଲରେ ମୋଦି ସରକାର ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ପାଇଁ କ୍ଷମତାକୁ ଆସୁଥିବା ଆକଳନ କରାଯାଇଛି । ଏହାପରଠାରୁ ଷ୍ଟକ ମାର୍କେଟରେ କାରବାର ରେକର୍ଡ ବଢିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: