Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨ ଶହ ଫୁଟ ଖାଇକୁ ଖସିଲା ବସ୍

National

୨ ଶହ ଫୁଟ ଖାଇକୁ ଖସିଲା ବସ୍

Ritu Das
Browse all articles by Ritu Das
·1 year ago
୨ ଶହ ଫୁଟ ଖାଇକୁ ଖସିଲା ବସ୍

ଅର୍ଗସ ବ୍ୟୁରୋ: ୨ ଶହ ଫୁଟ ଖାଇକୁ ଖସିଲା ବସ୍ । ମହାରାଷ୍ଟ୍ରର କୁଲ୍ଲୁରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗୁରୁତର ୩୯ରୁ ଅଧିକ ଯାତ୍ରୀଙ୍କୁ ଜରୁରୀ ସେବା ପାଇଁ ଶିମଲା ସ୍ଥାନାନ୍ତର କରାଯାଇଛି । 

ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ କରସୋଗରୁ ଆନି ଅଭିମୂଖେ ଯାଉଥିବାବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bus fell | Argus News