ପ୍ରତି ମାସରେ ହେବ ମକଡ୍ରିଲ, ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର
·1 year ago

Key Points
ପ୍ରତି ମାସରେ ହେବ ମକଡ୍ରିଲ
୪ଟି ରାଜ୍ୟରେ ହେବ ମକଡ୍ରିଲ୍
ଜମ୍ମୁ-କାଶ୍ମୀର, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନରେ ହେବ ମକଡ୍ରିଲ
ପ୍ରତି ମାସରେ ହେବ ମକଡ୍ରିଲ। ପାକ୍ ସୀମାବର୍ତ୍ତୀ ୪ଟି ରାଜ୍ୟରେ ହେବ ମକଡ୍ରିଲ୍। ମେ’ ୩୧ ତାରିଖରେ ମକଡ୍ରିଲ ହେବ। ଜମ୍ମୁ-କାଶ୍ମୀର, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନରେ ହେବ ମକଡ୍ରିଲ। ପ୍ରତି ମାସରେ ମକଡ୍ରିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଦେଶରେ ମକଡ୍ରିଲ୍ ଆରମ୍ଭ ହୋଇଥିଲା। ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ସମୟରେ ବିଭିନ୍ନ ସ୍ଥାନରେ ମକଡ୍ରିଲ୍ ହୋଇଥିଲା। ଆକ୍ରମଣ ସମୟରେ ଉକ୍ତ ଅଞ୍ଚଳକୁ ଅନ୍ଧାର କରାଯାଇଥିଲା।
ଠିକ୍ ସେହିପରି ଆଗକୁ ଯଦି ସେହିଭଳି କିଛି ସ୍ଥିତି ଆସେ ତାହାଲେ ସାଧାରଣ ଲୋକ କିପରି ନିଜକୁ ଓ ଆଖ ପାଖରେ ଥିବା ଲୋକଙ୍କୁ ସାହାର୍ଯ୍ୟ କରିପାରିବେ ସେଥିପାଇଁ ମକଡ୍ରିଲ କରାଯାଉଛି। କାରଣ ଏବେ ବି ସ୍ଥିତି ଏପରି ଅଛି କେତେବେଳେ କିଛି ବି ହୋଇପାରେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: