Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୂଆ RBI ଗଭର୍ଣ୍ଣର ନିଯୁକ୍ତ

National

ନୂଆ RBI ଗଭର୍ଣ୍ଣର ନିଯୁକ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ନୂଆ RBI ଗଭର୍ଣ୍ଣର ନିଯୁକ୍ତ

ଅର୍ଗସ ବ୍ୟୁରୋ:  ନୂଆ RBI ଗଭର୍ଣ୍ଣର ନିଯୁକ୍ତ । ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ମାଲହୋତ୍ରାଙ୍କୁ RBI ଗଭର୍ଣ୍ଣର ନିଯୁକ୍ତି ମିଳିଛି । ଆସନ୍ତା ୧୧ ତାରିଖରୁ ନୂଆ ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଫିସର ସଞ୍ଜୟ ମାଲହୋତ୍ରା ଏବେ ରାଜସ୍ବ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ଆଜି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେଉଛି । ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଛନ୍ତି ଶକ୍ତିକାନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The central government on Monday appointed Sanjay Malhotra as the next governor of the Reserve Bank of India (RBI) | Argus News