ଦେଶ ପାଳୁଛି ଦୀପାବଳି,ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଗାଁ ଠୁ ସହର
·1 year ago

ଅର୍ଗସ ବ୍ୟୁରୋ:ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । ଜମ୍ମୁ କାଶ୍ମୀରର ଉଦ୍ଧମପୁରରେ CRPF ଯବାନ ଉତ୍ସାହର ସହ ଦୀପାବଳି ପାଳନ କରିଛନ୍ତି । କୋଲକାତା, ଜୟପୁର, ଚଣ୍ଡୀଗଡ଼ ସହରକୁ ଆକର୍ଷଣୀୟ ରଙ୍ଗୀନ ଆଲୋକରେ ସଜା ଯାଇଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: