|
logo
Live
Argus News App
GET APP

Argus News - ମୃତ୍ୟୁ ସଂଖ୍ୟା ୧୫7କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି  

National

ମୃତ୍ୟୁ ସଂଖ୍ୟା ୧୫7କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି  

Manini Pattanayak
Browse all articles by Manini Pattanayak
·2 years ago·1 min read
ମୃତ୍ୟୁ ସଂଖ୍ୟା ୧୫7କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି  

 ନୂଆଦିଲ୍ଲୀ:  ପଶ୍ଚିମ ନେପାଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।  ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୫7କୁ ବୃଦ୍ଧି ପାଇଛି। ଏଥିସହ ହଜାର ହଜାର ଲୋକେ ଆହତ ହୋଇଛନ୍ତି। ଭୂକମ୍ପରେ ଅନେକ ଘର ନଷ୍ଟ ହୋଇଯାଇଛି।  ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳକୁ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଗସ୍ତ କରି ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି।

ଏଥିସହ ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ନେପାଳର ଜାଜରକୋର୍ଟରେ  ଭୂକମ୍ପ  ଅନୁଭୂତ  ହୋଇଥିଲା। ତେବେ ଭୁକମ୍ପରେ ଅନେକ ଘର ଏବଂ ବଡ ଅଟ୍ଟାଳିକା ଭାଂଗିଜାଇଛି । ନେପାଳ ପ୍ରଶାସନ ଓ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ଭଙ୍ଗାରୁଜା ଅଂଶ ତଳେ ଲୋକେ ଦବି ରହିଥିବା ଅନୁମାନ କରାଯାଉଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ଅଧୀକ ବଢିବା  ନେଇ ଆଶଙ୍କା 

ଅଧିକ ପଢନ୍ତୁ  ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମୃତ୍ୟୁ ସଂଖ୍ୟା ୧୫7କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି   | Argus News