Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୃଥିବୀ ଭିତରେ  ଆଉ ଏକ ଗ୍ରହ !

National

ପୃଥିବୀ ଭିତରେ  ଆଉ ଏକ ଗ୍ରହ !

Manini Pattanayak
Browse all articles by Manini Pattanayak
·2 years ago·2 min read
ପୃଥିବୀ ଭିତରେ  ଆଉ ଏକ ଗ୍ରହ !

ନୂଆଦିଲ୍ଲୀ: ପୃଥିବୀ ଏକା ନୁହେଁ । ପୃଥିବୀ ଭିତରେ  ଆଉ ଏକ ଗ୍ରହ ମଧ୍ୟ ଅଛି। ଏହି  ଦ୍ୱିତୀୟ ଗ୍ରହର  ଏଗ ଭାଗ  ଆଫ୍ରୀକା ଏବଂ ପ୍ରଶାନ୍ତ ମହାସାଗରର  ନିମ୍ନରେ ରହିଛି।  ତେବେ  ପୃଥିବୀର ଅନ୍ୟ ଗ୍ରହ ସହିତ ଧକ୍କା ହେତୁ ଏହାର ସୃଷ୍ଟି।  ଏଥିପାଇଁ ଚନ୍ଦ୍ରର  ସୃଷ୍ଟି ହୋଇଛି।  ଏହାର ଖୁଲୁସା  NASA-JPL ଏବଂ Caltech ର ବୈଜ୍ଞାନକ  କରିଛନ୍ତି।  ଏହା  ସେତେବେଳେର ଘଟଣା ଯେତେବେଳେ ପୃଥିବୀ ସୃଷ୍ଟି ହେଉଥିଲା   ପାଖାପାଖି  ୪୫୦ କୋଟି  ବର୍ଷ ପୂର୍ବରୁ   ସେହି ସମୟରେ  ଥୀୟା ନାମକ  ଏକ ଛୋଟ ଗ୍ରହ  ପୃଥିବୀ କୁ ଧକ୍କା ଦେଇଥିଲା।  ଏହି  ଧକ୍କା କାରଣରୁ  ଚନ୍ଦ୍ରମା ନିର୍ମାଣ  ହୋଇଥିଲା। କିନ୍ତୁ ଏହି ଛୋଟ ଗ୍ରହର କିଛି ଅଂଶ ଆମ ପୃଥିବୀର ଭିତରେ ରହିଗଲା।  ଏହି ଅଂଶ ଆଜି ବି ଆଫ୍ରୀକା ଏବଂ    ଏବଂ ପ୍ରଶାନ୍ତ  ମହାସାଗରର ନିମ୍ନରେ  ଅବସ୍ଥିତି ଅଛି।  ଥିୟା ଶଦ୍ଦ  ଗ୍ରୀକ ଟାଇଟନ ନାମରୁ ନାମକରଣ କରାଯାଇଛି।  ଯାହା ପୃଥିବୀ ଭେଟିବା ପରେ   ସେଲିନି  ନାମକ ଏକ ଝିଅକୁ ଜନ୍ମ ଦେଇଥିଲା।  ଯାହା ପ୍ରକୃତରେ ଚନ୍ଦ୍ରର ଦେବୀ  ବୋଲି କୁହାଯାଇଥାଏ। 

ତେବେ ଚନ୍ଦ୍ରର ନିର୍ମାଣ ହେବା ପରେ  ପୃଥିବୀ ସହ  ତାହାର  ଲୟବଦ୍ଧ ଭାବେ ଘୁର୍ଣ୍ଣନ  ଏବଂ ଅଲାଇମେର୍ଟ ରେ ଏହାର ବଡ ହାତ।
ତେବେ ଏହି ଟକ୍କର ଯୋଗୁଁ ବହୁତ ଅଳିଆ  ଜମା ହୋଇ ଯାଇଥିଲା।  ପୃଥିବରୀ ଚର୍ତୁଭାଗରେ  ଅଳିଆର ଆବର୍ଜନା ସୃଷ୍ଟି ହୋଇଥିଲା ।  ଯେପରି ଶନିଗ୍ରହଙ୍କ ଚାରି ପାଖରେ ଅଳିଆଗଦା ହୋଇଥାଏ।  କିନ୍ତୁ ଧିରେ ଧିରେ ସବୁ ଅଳିଅଆ ଶେଷ ହୋଇଗଲା।  କେବଳ ରହିଗଲା ଚନ୍ଦ୍ର।  କିଛି ଅଳିଆ ଚାନ୍ଦ ସହ ଯକ୍କର ଖାଇ   ନିର୍ମାଣ  କରିବାରେ ଲାଗିବଡିଲେ।  ଆଉ କିଛି ଅଂଶ ଅନ୍ତରିକ୍ଷରେ ହଜି ଗଲେ।  

 ବୈଜ୍ଞାନିକ ଏହି ଦ୍ୱିତୀୟ ଗ୍ରହର ଅଂଶକୁ ପାତାଳ କହିଥାନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ବୈଜ୍ଞାନିକ ମାନେ  ପୂର୍ବରୁ ହିଁ ଏହି କଥାର  ପ୍ରମାଣ କରିଦେଥିଲେଯେ,  ପାତାଳ ଲୋକ ଅଛି। ଗାଟିଏ ଆପ୍ରୀକା ଆ ଅନ୍ୟଟି ପ୍ରଶାନ୍ତ ମହାସାଗରର ନିମ୍ନରେ ଅଛି।  ମର୍ଡନ ସାଇନ୍ସ ଅନୁସାରେ ୧୯୭୦ ଦଶକ ରେ ହୋଇଥିବା ଭୂକମ୍ପରୁ ବୈଜ୍ଞାନିକ ଜାଣି  ଥିଲେ ଯେ ପୃଥୀବିର ମୈଟଳ ର ନିମ୍ନଭାଗରେ ପାତାଳ ଲୋକ ଅଛି। ଦୁଇଟି ଏପରି ଯାଗା ଯାହା  କୌଣସି ମହାଦ୍ୱୀପ ର ଆକାର ପରି। 
ପୃଥୀବର ଦ୍ୱିତୀୟ ଲେୟର ରୁ ହଜାର କିଲୋମିଟର ତଳେ

ଏହା  ଦୁଇ ବ୍ଲାବ ମୈଟଲ ର ନିମ୍ନରେ ୨୯୦୦ କିଲୋମିଟର ଗଭୀରତାରେ ଅବସ୍ଥିତି ।  ଏହି ଦୁଇଟ ବ୍ଲାବ ପୃଥିବୀ  ନିର୍ମାଣ  ସମୟରୁ ହିଁ ସୃଷ୍ଟି ହୋଇଥିଲା। 

ଅଧିକ ପଢନ୍ତୁ ଭାରତ ଖବର 
   

Sponsored
The earth is not alone. There is another planet inside the earth. | Argus News