Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତାକାଲି ଉପସ୍ଥାପନ ହେବ ବିଜେପି ସରକାରର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

National

ଆସନ୍ତାକାଲି ଉପସ୍ଥାପନ ହେବ ବିଜେପି ସରକାରର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

Rashmita Mishra
Browse all articles by Rashmita Mishra
·1 year ago
ଆସନ୍ତାକାଲି ଉପସ୍ଥାପନ ହେବ ବିଜେପି ସରକାରର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଉପସ୍ଥାପନ ହେବ `ବିଜେପି ସରକାରର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍' । ଏହି ବଜେଟ୍ ଦେଶକୁ ନୂତନ ଶକ୍ତି ଏବଂ ଆଶା ଦେବ। `ମା' ଲକ୍ଷ୍ମୀ ସିଦ୍ଧି, ବିବେକର ପ୍ରତୀକ । ଦେଶବାସୀଙ୍କ ଉପରେ ମା' ଲକ୍ଷ୍ମୀଙ୍କ କୃପା ରହୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ।


`2047 ବିକଶିତ ଭାରତକୁ ନୂଆ ଶକ୍ତି ଯୋଗାଇବ ଏ ବଜେଟ । ଏହା ଗର୍ବର ବିଷୟ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ 75 ବର୍ଷ ପୂରଣ କରିଛି। ଭାରତ ବିଶ୍ବସ୍ତରୀୟ ବିକାଶରେ ନିଜକୁ ଭଲ କରିପାରିଛି। 2047ରେ ଯେତେବେଳେ ଭାରତ ସ୍ବାଧୀନତାର 100 ବର୍ଷ ପୂରଣ କରିବ, ସେତେବେଳେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
the-first-full-budget-of-the-bjp-governments-third-term-will-be-presented-tomorrow | Argus News